ଆନ୍ଧ୍ରର ଅମାନବୀୟ କାଣ୍ଡ : ଗଛମୂଳରେ ଲୋକଙ୍କର କଲା ଚକ୍ଷୁପରୀକ୍ଷା

କୋରାପୁଟ: କୋଟିଆରେ ଅମାନବିକା କାର୍ଯ୍ୟ ଚଳାଇଛି ଆନ୍ଧ୍ର ସରକାର। ଜଗନ ସରକାରଙ୍କ ଇଙ୍ଗିତରେ ପାର୍ବତୀପୁରମ ପ୍ରଶାସନ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପୁଞ୍ଜରେ ଲୋକଙ୍କୁ ଉଠାଇ ନେଇ ଗଛମୂଳେ କରୁଛି ଚକ୍ଷୁ ପରୀକ୍ଷା। ଆଜି ସକାଳୁ ସଲପଗୁଡା, ହରମାଣ୍ଡିଗି, ଫାଟୁ ସିନେରୀ ଓ ଫଗୁଣ ସିନେରୀର ଶତାଧିକ ଲୋକଙ୍କୁ କମ୍ପାଣ୍ଡର ଗାଡିରେ ଉଠାଇ ନେଇ ଥୋନମ୍‌ ଯିବା ରାସ୍ତାରେ ଏକ ଗଛମୂଳେ କରିଛି ଚକ୍ଷୁ ପରୀକ୍ଷା। ଏହାସହ ମଗଣାରେ … Continue reading ଆନ୍ଧ୍ରର ଅମାନବୀୟ କାଣ୍ଡ : ଗଛମୂଳରେ ଲୋକଙ୍କର କଲା ଚକ୍ଷୁପରୀକ୍ଷା